Latest Post
ବ୍ୟାଟର ଗୌତମ ଗମ୍ଭୀରଙ୍କୁ କାହିଁକି କଡ଼ା ଭାଷାରେ ସମାଲୋଚନା କଲେ ବୋଲର ଶ୍ରୀସନ୍ଥ?
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ପୂର୍ବତନ କ୍ରିକେଟର ଶ୍ରୀସନ୍ଥ। ଲିଜେଣ୍ଡ୍ସ ଲିଗ୍ କ୍ରିକେଟ୍ ମ୍ୟାଚରେ ଅଶାଳୀନ ଭାଷା ପ୍ରୟୋଗ ଏବଂ କ୍ରୀଡ଼ାର ସୀମା ଟପିଥିବା ଅଭିଯୋଗ ଆଣିଛନ୍ତି କେରଳର ଏହି କ୍ରିକେଟର।…
କ୍ରିକେଟ ପଡ଼ିଆ ଛାଡି ରାଜନୀତିର ପିଚରେ ଦୌଡିବେ କି ମହମ୍ମଦ ଶାମି?
ନୂଆଦିଲ୍ଲୀ: ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ ପରଠାରୁ ମହମ୍ମଦ ଶାମି ଏହି ଖବରରେ ଅଛନ୍ତି। ଦିଲ୍ଲୀର ଏକ ଉତ୍ସବରେ ବୋଲର ମହମ୍ମଦ ଶାମି ଗୃହମନ୍ତ୍ରୀ ଅମିତ ଶାହ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିଥିଲେ। ଭେଟେରାନ ଫାଷ୍ଟ ବୋଲର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବିଜେପିର…
ଭାରତ ବନାମ ଅଷ୍ଟ୍ରେଲିଆ: ବିଶ୍ବକପର ରେକର୍ଡ ସଂଖ୍ୟକ ଦର୍ଶକ ସଂଖ୍ୟା କାଟିଲା ଦ୍ବିତୀୟ ଟି-ଟ୍ବେଣ୍ଟି
ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ଖେଳାଯାଉଛି। ଜିଓ ସିନେମା ଦ୍ୱାରା ଓଟିଟି ରେ ଏହି ସିରିଜ୍ ପ୍ରସାରିତ ହେଉଛି। ଜିଓ ସିନେମାରେ ବହୁ ସଂଖ୍ୟକ ଦର୍ଶକ ମ୍ୟାଚ୍ ଦେଖୁଛନ୍ତି। ସିରିଜର ଦ୍ୱିତୀୟ ମ୍ୟାଚ୍ ରବିବାର ଥିରୁଅନନ୍ତପୁରମରେ…
ଓଲଟପାଲଟ କରିଦେଲା ଉଗାଣ୍ଡା, ବିଶ୍ବକପ୍ ଟି-ଟ୍ବେଣ୍ଟି ଖେଳିପାରିବନି ପ୍ରମୁଖ ବିଜେତା ଦଳ
ନୂଆଦିଲ୍ଲୀ: ଆସନ୍ତା ବର୍ଷର ଟି -୨୦ ବିଶ୍ୱକପ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ୨୦୨୪ ଟି -୨୦ ବିଶ୍ୱକପରେ ୨୦ଟି ଦଳ ଭାଗ ନେବାକୁ ଯାଉଛନ୍ତି। ଏବେ ଏକ ଯୋଗ୍ୟତା ମ୍ୟାଚ୍ ଖେଳାଯାଉଛି। ଏହି ଯୋଗ୍ୟତା ମ୍ୟାଚ୍ ପରେ ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ବିଶ୍ୱକପରେ କେଉଁ ୨୦ଟି ଦଳ…
ବାଉନ୍ସର ବଲ୍ ବେକରେ ବାଜିବାରୁ ଆଖି ବୁଜିଥିଲେ ବ୍ୟାଟର ହ୍ୟୁଜ, ଜାଣନ୍ତୁ କ’ଣ ଘଟିଥିଲା?
ମେଲବର୍ଣ୍ଣ: କ୍ରିକେଟ୍ ପାଇଁ ଆଜି ସବୁଠାରୁ ଦୁଃଖଦ ଦିନ। ୯ ବର୍ଷ ପୂର୍ବେ ଏହି ଦିନ ଅଷ୍ଟ୍ରେଲିଆର ତାରକା ବ୍ୟାଟ୍ସମ୍ୟାନ୍ ଫିଲିପ ହ୍ୟୁଜ ବାଉନ୍ସର ବଲର ସାମ୍ନା କରିନପାରି ଆଘାତ ପାଇଥିଲେ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ବାଉନ୍ସର୍ ମାରିବା ମାତ୍ରେ ହ୍ୟୁଜ୍ ତଳେ ପଡ଼ିଯାଇ ଚେତାଶୂନ୍ୟ…
ଅଟୋରେ ଯାଉଥିବା ବେଳେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଇଂଲଣ୍ଡର ଦୁଇ ଖେଳାଳି
ବେନ ଷ୍ଟୋକସ: ଚଳିତ ବିଶ୍ୱକପ ମଧ୍ୟରେ ଇଂଲଣ୍ଡ ଦଳ ଏହାର ଖରାପ ପ୍ରଦର୍ଶନ ଯୋଗୁଁ ଚିନ୍ତିତ ରହିଛି। ଏହି ସମୟରେ ଗୁରୁବାର ଦିନ ଇଂଲିଶ କ୍ରିକେଟର ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର ଆସିଛି। ବାସ୍ତବରେ ଇଂଲଣ୍ଡ ଦଳର ଷ୍ଟାର ଖେଳାଳି ବେନ ଷ୍ଟୋକ୍ସଙ୍କ ଏକ ଭିଡିଓ ଇନଷ୍ଟାଗ୍ରାମରେ ସେୟାର ହୋଇଛି।…
ନିଃଶ୍ବାସ ଅଟକିଲା ଭଳି ମ୍ୟାଚ: ପାକିସ୍ତାନଠୁ ଜିତିଲା ଦକ୍ଷିଣ ଆଫ୍ରିକା, ମନ ଶୁଖାଇଲେ ଟିମ୍ ଇଣ୍ଡିଆ ଫ୍ୟାନ୍ସ
ପାକିସ୍ତାନ ବନାମ ଦକ୍ଷିଣ ଆଫ୍ରିକା: ଶ୍ରେଷ୍ଠ ବ୍ଯାଟସ୍ୟାନ ଆଉଟ ହୋଇଯିବା ପରେ ବଲରଙ୍କୁ ଭରସା କରି ବହୁ କଷ୍ଟରେ ପାକିସ୍ତାନ ବିପକ୍ଷରେ ମ୍ୟାଚ ଜିତିଛି ଦକ୍ଷିଣ ଆଫ୍ରିକା। ବିଶ୍ୱକପରେ ପାକିସ୍ତାନ କ୍ରିକେଟ୍ ଦଳ କ୍ରମାଗତ ଚତୁର୍ଥ ପରାଜୟର ସମ୍ମୁଖୀନ ହୋଇଛି। ଦକ୍ଷିଣ ଆଫ୍ରିକା ପାକିସ୍ତାନକୁ…